ତିତିଲାଗଡ ରେଳଷ୍ଟେସନରେ ଚାଞ୍ଚଲ୍ୟ ,ଶିଶୁ ପୁତ୍ର ଉଦ୍ଧାର
ତିତିଲାଗଡରେ ଚାଞ୍ଚଲ୍ୟ । ରେଳ ଲାଇନ କଡରୁ ଛୋଟ ଶିଶୁ ମୃତ ଶିଶୁକୁ ଜବତ କରାଯାଇଛି ।ମୃତ ଶିଶୁ ନିକଟରେ ପୂଜା ସାମଗ୍ରୀ ପଡିଥିବାରୁ ଗୁଣୀ ଉଦେଶ୍ୟରେ ଶିଶୁ ଟିକୁ ବଳିପାଇଁ ବ୍ୟବହାର କରାଯାଇଥିବା ସାଧାରଣ ଲୋକ ଅନୁମାନ କରିଛନ୍ତିିା । ଲୋକ ମାନଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ରେଳ ଲାଇନର ଏକ ପୋଲ ତଳେ ଶିଶୁଟିର ମୃତ ଦେହ ପଡିଥିବାର ଦେଖି ରେଳୱେ ଷ୍ଟେସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଶିଶୁଟିର ମୃତ ୫ ଦିନ ହେବ ବୋଲି ଆକଳନ କରାଯାଉଛି ।