ତିନିମୁହାଣି ଓ ପୁରୁଣା ବସଷ୍ଟାଣ୍ଡରେ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୁରୁଷୋତ୍ତମପୁର ପଂଚାୟତର କହ୍ନେଇପୁର ଗ୍ରାମର ସମାଜସେବୀ ସନ୍ତୋଷ କୁମାର ବେହେରା ମଙ୍ଗଳବାର କେନ୍ଦ୍ରାପଡା ସହରର ତିନିମୁହାଣିଛକ ଓ ପୁରୁଣା ବସଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ବୁଲି ବୁଲି କୋଭିଡ – ୧୯ ଅନୁଯାଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ଭାଇମାନଙ୍କୁ ମାସ୍କ ଓ ୨ଶହ ସାନିଟାଇଜର ବୀତରଣ କରି ଛନ୍ତି । ପ୍ରତ୍ୟେକ ଦିନ ସମାଜସେବୀ ଶ୍ରୀ ବେହେରା ବିଭିନ୍ନ ଗ୍ରାମ ଓ ସାହି,ବସ୍ତି ପ୍ରଭୃତି ନିଜେ ବୁଲି ବୁଲି ଲୋକମାନଙ୍କୁ କରୋନା ଭୂତାଣ ୁ ସମ୍ପର୍କରେ ସଚେତନ କରିବା ସହ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଂଟନ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ