ତୀଜ ପୂଜା ପର୍ବ ସମ୍ପନ୍ନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଠାରେ ଛଠ ପୂଜା କମିଟିର ସଭାପତି ବିଜୟ କୁମାର ରାମଙ୍କ ବାସଭବନରେ ବିହାରି ମାନଙ୍କର ପ୍ରସିଦ୍ଧ ତୀଜ ପୂଜା ପର୍ବ ସମ୍ପନ୍ନ ହୋଇଛି । ଦୀର୍ଘ ୨୪ ଘଣ୍ଟା ଧରି ନିର୍ଜଳା ବ୍ରତ କରୁଥିବା ମହିଳା ମାନେ ତାଙ୍କ ସ୍ବାମୀ ର ଦୀର୍ଘାୟୂ ଓ ସୁଖୀ ସମ୍ପନ୍ନ ଜୀବନ କାମନା କରନ୍ତି ।ଆଜି ଗଣେଶ ପୂଜା ଦିନ ସ୍ବାମୀ ହାତରୁ ଜଳ ଓ ପ୍ରସାଦ ଗ୍ରହଣ କରି ବ୍ରତ ସମାପନ କରନ୍ତି ।ଏହି ପୂଜା ରେ ଶିବ-ପାର୍ବତୀ ପୁଜୀତ ହୋଇଥାଏ ।
ତୀଜ ପୂଜା ରେ ରାଜକୁମାର ରାମ-ଗୀତା, ବିଜୟ ରାମ-ସଂତୋସୀ, ବିନୋଦ ଦାସ-କେଶରୀ, ରାଜେଶ ରାମ-ମଞ୍ଜୁ, ମନୋଜ ଦାସ-ମମତା, ରଂଜୀତ ରାମ -ପୁଷ୍ପା, ରଂଜନ ରାମ-ସୋନୂ, ଦିପୁ-ମମତା ଦମ୍ପତି ମାନେ ପୂଜା ପ୍ରତିଷ୍ଠା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ