ତୃତୀୟ ପର୍ଯ୍ୟାୟ ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ଇସି

ଆଜିଠୁ ତୃତୀୟ ପର‌୍ୟ୍ୟାୟ ନାମାଙ୍କନ । ପ୍ରକାଶ ପାଇଲା ବିଜ୍ଞପ୍ତି । ଏହି ପର‌୍ୟ୍ୟାୟରେ ୬ ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ସମ୍ବଲପୁର , ଢ଼େଙ୍କାନାଳ,କଟକ, ପୁରୀ,ଭୁବନେଶ୍ୱର ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ଓ ଏହାର ଅଧିନସ୍ଥ ବିଧାନସଭା ଆସନ ପାଇଁ ଆଜିଠାରୁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବ ।ଏପ୍ରିଲ ୪ତାରିଖ ପର‌୍ୟ୍ୟନ୍ତ ନାମାଙ୍କନ ଚାଲିବ । ଏପ୍ରିଲ ୫ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ ଓ ଏପ୍ରିଲ ୮ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଦିନ ଧାର‌୍ୟ୍ୟ କରାଯାଇଛି । ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ୍ ଗ୍ରହଣ ହେବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ