ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ, ସ୍ନେହାଶୁ ଶେଖର ପଥମ ସ୍ଥାନ ହାସଲ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ବ୍ରାହ୍ମଣିକଳା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର ସ୍ନେହାଶୁ ଶେଖର ରାଉତ ପଥମ ସ୍ଥାନ ହାସଲ କରିଥିବା ବେଳେ ଶାସଙ୍ଗ ବାଇଧର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟ ନାରାୟଣ ଭବାନୀ ଶଙ୍କର ଜେନା ଦ୍ୱିତିୟ , ନିଉଦାନି ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ସାଇସ୍ମିତା ଜେନା ତୃତୀୟ, ଏଲକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଚିରଞ୍ଜିବି ରାଉତ ଚ଼ତୁର୍ଥ, ବ୍ରାହ୍ମଣିଦେବୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସାଇ ସ୍ୱରୁପା ମଲ୍ଲିକ ୫ମ, କପୁଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରାଜଶ୍ରୀ ଜେନା ୬ଷ୍ଠ, ଗୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସାଇପ୍ରୀୟା ସେଠୀ ୭ମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସାଇ ସମ୍ପର୍ଣ୍ଣା ସା ୮ମ, ଢ଼େଙ୍କା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୋହମ କୁମାର ସେଠୀ ୯ମ ସ୍ଥାନ ହାସଲ କରିଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୩୬୭ରେ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ