ତେଜିଲେ ମହିଳା, ମଦ ବିରଧ କରି ରାସ୍ତାରେ ଢାଳିଲେ 

ମୋହନା (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା କିଛି ଦିନ ତଳେ ମହିଳା ଦିବସ ପାଳନ ହଇଥିବା ବେଳେ ମହିଳା ମାନେ ଦେଖାଇଛନ୍ତି ନିଜର ନାରୀ ସଶକ୍ତିକରଣ ରାଜ୍ୟରେ ମଦ କୁ ନେଇ ଅନେକ ସ୍ଥାନରେ ଆନ୍ଦୋଳନକରିବା ସହ ମଦ ଭାଟି ଭଙ୍ଗାରୁଜା କରିଛନ୍ତି ନାରୀଶକ୍ତି ଅନେକ ଗ୍ରାମ ଗୁଡିକରେ ଗାଁ କୁ ମଦ ମୁକ୍ତ କରିଛନ୍ତି ମହିଳା ମାନେ କାରଣ ଅନେକ ସମୟରେ ମଦ ପାଇଁ ନାରୀ ନିର୍ଯ୍ୟାତନା ହେବା ସହ ଗଣ୍ଡଗୁଳଦେଖିବାକୁ ମିଳୁଛି ଏଭଳି ଏକ ଦୃଶ ଦେଖିବାକୁ ମେଳିଛି ମୋହନା ବ୍ଲକର ଚୁଡଙ୍ଗପୁରୁପଂଚୟତ ରେ ପ୍ରାୟ୫୦ରୁ ଉର୍ଦ୍ଧ ମହିଳା ସଙ୍ଘ ମାନେ ଏକତ୍ରିତ ହଇ ଅଣ୍ଟା ଭିଡ଼ି ଅଞ୍ଚଳରେ ମଦ ମୁକ୍ତି କରିବା ପାଇଁ ମହିଳା ଦିବସ ଅବସରରେ ଚୁଡଙ୍ଗପୁରୁପଂଚୟତ ର ବିଭିନ ସ୍ଥାନରେ ବିକ୍ରି ହେଉଥିବା ଦେଶୀ ,ବିଦେଶୀ ମଦଓ ସଲ୍ପ ମଦ କୁ ଜବତ କରି ରାସ୍ତା ଉପରେ ମଦ ଢାଳିଥିଲେ ସେପରି ମୋହନା ରୁ ମଦ ନେଇ ବିକ୍ରି କରୁଥିବା ବେକ୍ତିଙ୍କ ଦୁକାନରୁ ମଦ ଜବତ କରି ରାସ୍ତା ରେ ଭାଙ୍ଗି ଥିଲେ ମହିଳା ମାନେ ଯେଉଁ ଠି ଅବକାରୀ ବିଭାଗ ଜାଣଇ ଚୁପ ରହୁଛନ୍ତି ସେଠି ନାରୀ ସଶକ୍ତିକରଣ ଜାଗି ଉଟୁଛି ଏହି ମହିଳା ମାନେ ଆଗାମୀ ଦିନରେ ପଂଚୟତ ରେ ଲାଗିରାଇଥିବା ସମସ୍ୟା କୁ ସମାଧାନ ପାଇଁ ଏକ ବୈଠକ ଡାକରା ଦେଇଛନ୍ତି ମୁଖ୍ୟ ସମସ୍ୟା ହେଉଛି ଅଞ୍ଚଳରେ ଏକ ମୋବାଇଲ ଟାଉର ଓ ମଦ ମୁକ୍ତି କରିବା ମୁଖ୍ୟ ଲକ୍ଷ୍ୟ ବୋଲି ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ