ତେଲେଙ୍ଗାନା ପୋଲିସର ବଡ ସଫଳତା
ଆଇଟି କ୍ଷେତ୍ରର ପ୍ରମୁଖ ତଥା ୱିପ୍ରୋର ଅଧ୍ୟକ୍ଷ ଅଜିମ ୱିପ୍ରୋ ଲିମିଟେଡ଼ର ୩୪ ପ୍ରତିଶତ ସେୟାର ଯାହାର ବଜାର ମୂଲ୍ୟ ୫୨,୭୫୦ ଟଙ୍କା ପରୋପକାର କାର୍ୟ୍ୟପାଇଁ ଉତ୍ସର୍ଗ କରିଦେଇଛନ୍ତି ।
ଅଜିମ ପ୍ରେମଜୀ ନିଜ ସମ୍ପତିକୁ ତ୍ୟାଗ କରି ଧର୍ମକାର୍ୟ୍ୟ ଏବଂ ପରପୋକାର ପାଇଁ ନିଜକୁ ଆଗ୍ରହୀ କରିଛନ୍ତି । ଯାହା ଦ୍ୱାରା ଅଜିମ ପ୍ରେମଜୀ ଫାଉଣ୍ଡେସନକୁ ପରୋପକାରର ସହଯୋଗ ମିଳିବ । ଏହା ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ଚେରଲା ପୁଲିସ ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି। ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ସିଆରପିଏଫ ଯବାନ ସହ ତେଲେଙ୍ଗାନା ପୁଲିସ ମିଳିତ ଭାବେ ଜଗନପାଲ୍ଲୀ ଅଂଚଳରେ କୁମ୍ବିଂ କରୁଥିବା ବେଳେ ୩ ଜଣ ସନ୍ଦିଗ୍ଧକୁ ଧରିଥିଲେ। ସେମାନଙ୍କୁ ପଚରାଉଚୁରା କରିବା ପରେ ଜଣାପଡିଥିଲା ଯେ ଏମାନେ ସକ୍ରିୟ ରୂପେ ମିଲିସିଆ ଭାବେ କାମ କରୁଥିଲେ। ଏମାନେ ହେଲେ ମିଲିସିଆ କମାଣ୍ଡର ସୋଡି ଦୁଦଭା(୩୫), କୁଲୁମା ଜଗା(୩୫) ଏବଂ ପଡିଆମ ବାଣ୍ଡି(୩୦)। ସମସ୍ତେ ଛତିଶଗଡ଼ ଅଂଚଳର ବୋଲି ପୁଲିସ କହିଛି। ସେମାନଙ୍କ ଠାରୁ ବିଦ୍ୟୁତ ତାର, ଡିଟୋନେଟର, ଜିଲୋଟିନ ଷ୍ଟିକ ଇତ୍ୟାଦି ଜବତ କରାଯାଇଛି। ପୁଲିସ ଏମାନଙ୍କୁ ଧରି ପଚରାଉଚୁରା କରୁଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏମାନେ ଲ୍ୟାଣ୍ଡମାଇନ ଖଂଜିବାକୁ ଆସିଥିବା କୁହାଯାଇଛି।


