ଥାନାରେ ଯେ କୈାଣସି ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ

ଦେଶରେ ପ୍ରତିଦିନ ଦୁଷ୍କର୍ମ ବଢିବାରେ ଲାଗିଛି । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଦ୍ରୋହ ଦେଖାଦେଇଛି ।ତେଣୁ ଏହୌି ଦୁଷ୍କର୍ମ ମାମଲାକୁ କଡା କଡି କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା ଅଧିକାରୀ ମାନେ ଦୁଷ୍କର୍ମ ଘଟିଲେ ପିଡିତା ମାନେ ଥାନାରେ ଅଭିଯୋଗ କଲେ ମାମଲାକୁ ପୋଲିସ ଘଟଣାକୁ ଗମ୍ଭିରତାର ସହ ନେଉନଥିବା ଅଭିଯୋଗ ହେଉଥିବା ବେଳେ ବର୍ତ୍ତମାନ ଦୁଷ୍କର୍ମ ମାମଲା ରେ ସମସ୍ତ ପିଡିତାଙ୍କର କେଶ ରଖିବାକୁ ନିର୍ଦେଶ ଦେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଏନେଇ ସ୍ୱରାଷ୍ଟ୍ର ସଚିବ ଅଜୟ କୁମରା ଭଲ୍ଲା ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଏଥିସହ ଯେ କୈାଣସି ଦୁଷ୍କର୍ମ ମାମଲାକୁ ୨ ମାସ ଭିତରେ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ତପ୍ତରତା ପ୍ରକାଶ ପାଇଥିବା କେନ୍ଦ୍ରରୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ