ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରାରେ ମନମୋହିଲା ଜୀଉଙ୍କ ବାମନ – ପର୍ଶୁରାମ ଅବତାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ସୀମାନ୍ତରେ ଥିବା ପାରଳାଖେମୁଣ୍ଡି ସହରରେ ରଥଯାତ୍ରା ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି. ଏହି ରଥଯାତ୍ରା ଅବସରରେ ଠାକୁରଙ୍କ ବାମନ – ପର୍ଶୁରାମ ଆକାଶରଣୀୟ ଅବତାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଆଜି ଜମିଛି. ଠାକୁରଙ୍କ ବାମନ – ପର୍ଶୁରାମ ଅବତାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଆକାଶ୍ରିତ କରିଛି. ହଜାର ହାଜର ସଂଖ୍ୟାରେ ଭକ୍ତମାନେ ଆଜି ପାରଳାଖେମୁଣ୍ଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରି ପୂଜା ପାଠ ଦ୍ୱାରା ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଲକ୍ଷ୍ୟ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ