ଦଳୀୟ କାର୍ଯ୍ୟକତ୍ତାଙ୍କୁ ବଜେଟର କଠିନ ଗଣିତ ବୁଝାଇଲେ ମୋଦୀ

(ଯୁଗାବ୍ଦ ନ୍ୟୁଜ) , ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଆଜି ପ୍ରଧାନମନ୍ତ୍ରୀ ବାରଣାସୀ ଗସ୍ତରେ ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତାମାନଙ୍କ ଦ୍ୱାରା ଅବ୍ଦୁତପୁର୍ବ ସମ୍ବର୍ଦ୍ଦନା ମିଳିଛି । ତାପରେ ସେ ପୁର୍ବତନ ପ୍ରଧାନମମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୮ଫୁଟ ଉଚ୍ଚ ପ୍ରତିମୃତିକୁ ଉଦଘାଟନ କରିଥିଲେ । ପରେ ସେ ଚାରା ରୋପଣ କାର୍ଯ୍ୟକତ୍ରମରେ ଯୋଗ ଦେଇଥିଲେ । ଏହାପରେ ମୋଦୀ ବିଜେପିର ରଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲେ । ସେଠାରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଦିତ କରିଥିଲେ । ମୋଦୀ କହିଥିଲେ କି, ଏବେ ଚାରିଆଡେ ବଜେଟର ଚର୍ଚ୍ଚା ହେଉଛି୍ କାରଣ ଏହା ହେଉଛି ଏକ ଆଦମୀ ବଜଟେ ଏବଂ ସାଧାରଣରେ ର୍ଚ୍ଚା ହେଉଛି ୫ଟ୍ରିଲିୟନ କଥା । ଏ ବିଷୟରେ ସାଧାରଣ ଲୋକଙ୍କୁ ବୁଝାଇବା ପାଇଁ ଦଳୀୟ କମକର୍ତ୍ତାଙ୍କୁ ଉପଦେଶ ଦେଇଥିଲେ । ନୂତନ ଭାରତ ପରିକଳ୍ପ ଦଳୀୟ କାର୍ଯ୍ୟକତ୍ତାଙ୍କୁ ବଜେଟର କଠିନ ଗଣିତ ବୁଝାଇଲେ ମୋଦୀ

ଦଳୀୟ କାର୍ଯ୍ୟକତ୍ତାଙ୍କୁ ବଜେଟର କଠିନ ଗଣିତ ବୁଝାଇଲେ ମୋଦୀନାରେ ଏହି ବଜେଟ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ