ଦାଦନ ଶ୍ରମିକ ଙ୍କ ଦୁର୍ଘଟଣାରେ ମୃତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲମଡ଼ାଙ୍ଗ ଗ୍ରାମ ର ପୂରେନ୍ଦ୍ର ମାଝୀ ୨୩ ପରିବାର ପୁଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ବେଙ୍ଗଲର ର କୋଲର କୁ ସେଠୀ ନିଜ ସ୍ତ୍ରୀ ସହ ଇଟା ଫେକ୍ଟ୍ରୀ ରେ କାମ କରି ବୃଦ୍ଧା ମା ବାପା ଙ୍କୁ ପୋଷଣ କରୁଥିଲେ ଗୁରୁବାର ଦିନ ତାଙ୍କ ସଂପ୍ରକିୟ ଙ୍କୁ ମେଡ଼ିକାଲ୍ କୁ ଦେଖା କରି ଖାଇବା ପାଇଁ ନେବା ବେଳେ ଗାଡ଼ି ଧକାରେ ତାଙ୍କ ମୃତ ଘଟି ଥିଲା ପରିବାର ଲୋକ ଙ୍କୁ ତାଙ୍କ ସ୍ତ୍ରୀ ଜଣାଇବା ପରେ ପରିବାର ଲୋକେ ନିଜେ କରଜ କରି ଟଙ୍କା ଖର୍ଚ୍ଚ କରି ଗାଁ କୁ ମୃତ ଶରୀର ଆଣିଛନ୍ତି ଅନ୍ୟପଟେ ଗ୍ରାମ ବାସୀ ମୋହନା ବିଧାୟକ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସାହାର୍ଯ୍ୟ କରି ନାହାନ୍ତି କହିଥିଲେ ରେଡକ୍ରସ ରୁ ଟଙ୍କା ମିଳିବ କହିଥିଲେ ରାଜ୍ୟ ସରକାର ଯୋଦି କିଛି ସାହାର୍ଯ୍ୟ ଯୋଗାଇଲେ ପରିବାର ଉପକୃତ ହେବେ ବୋଲି ଗ୍ରାବାସୀମାନେ କହିଛନ୍ତି