ଦାନର ମହିମା
ଦାନ କରିବା ଏକ ପୂଣ୍ୟ କାମ । ଦାନ ଦେଉଥିବା ବ୍ୟକ୍ତି ଆମକୁ ଆଶୀର୍ବାଦ କରିଥାନ୍ତି । ଯଦିଓ ଆଜିକାଲି କମ୍ ଲୋକ ଦାନ କରିବାକୁ ପସନ୍ଦ କରିଥାନ୍ତି । ଅନ୍ୟକୁ ଦେବାରେ ଆନନ୍ଦ ରହିବା ଉଚିତ । କିଛି ଲୋକ ଅଛନ୍ତି ଯେଉଁମାନେ ଦାନ ପରି ଏକ ଧର୍ମ କରି ପୂଣ୍ୟ ଅର୍ଜନ କରିବାକୁ ଚାହାଁନ୍ତି । ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ ଦାନ କରୁଥିବା ବ୍ୟକ୍ତି, ଦାନ କରିବା ସମୟରେ ଧ୍ୟାନ ଦେବା ଉଚିତ । ଯେତେବେଳେ ବି ଆପଣଙ୍କୁ ଅନ୍ୟମାନଙ୍କୁ ଦାନ କରିବାର ସୁଯୋଗ ମିଳୁଛି, ତେବେ ନିର୍ଦ୍ଦିଷ୍ଟ ବାର ଅନୁସାରେ ଦାନ କରନ୍ତୁ । ବୁଧବାର ‘କିନ୍ନର, ଶନିବାର ଛୋଟା ବ୍ୟକ୍ତି ଓ ଗୁରୁବାର ଦିନ ‘ଦୃଷ୍ଟିଶକ୍ତି ହୀନ ବ୍ୟକ୍ତିଙ୍କୁ ଦାନ କରିବାକୁ ଚେଷ୍ଟା କରନ୍ତିୁ । ଏହ ଦ୍ୱାରା ଦାନୀର ମଙ୍ଗଳ ହୁଏ ।