ଦାନ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର ର ଅଗ୍ରଣୀ ସ।ହିତ୍ୟ ଅନୁଷ୍ଠ।ନ ଲୋହର।ଖଣ୍ଡି ସ।ହିତ୍ୟ ସଂସଦ ଆନୁକୁଲ୍ୟରେ ପବିତ୍ର ଗ।ନ୍ଧୀ ଜୟନ୍ତୀ ଅବସରରେ ଦ।ନ ଉତ୍ସବ ଅନୁଷ୍ଠିତ ହୋଇଯ।ଇଛି । ଏଥିନିମିତ୍ତ ଭଞ୍ଜନଗର ବ୍ଳକ ଡୁମ।କୁମ୍ପ। କ୍ଳଷ୍ଟର ଅନ୍ତର୍ଗତ ଆଖୁପଦର, ନୁଆଁପଲ୍ଲୀ,ଗୁଡିପଦର ଓ ସ।ନକୋଦଣ୍ଡ। କ୍ଳଷ୍ଟରର ବ।ହ।ଡ।ପଦର ଉଚ୍ଚ ପ୍ର।ଥମିକ ବିଦ୍ୟ।ଳୟରେ ଏହି ଉତ୍ସବ ପ।ଳନ ଅବସରରେ ଯଥ।କ୍ରମେ ଛ।ତ୍ର ଛ।ତ୍ରୀ ମ।ନଙ୍କୁ ଏପୁଲ, ଟୁଥ୍ ବ୍ରସ୍ ,ପେଷ୍ଟ, ପୁସ୍ତକ ଆଦି ବଣ୍ଟନ କର।ଯ।ଇଛି । ଏହି କ।ର୍ଯ୍ୟକ୍ରମରେ ବରିଷ୍ଠ ଅବସର ପ୍ର।ପ୍ତ ପ୍ରଧ।ନ ଶିକ୍ଷକ ଶ୍ରୀ ସୁବ।ଷ ଚନ୍ଦ୍ର ପ।ଢୀ, ବିଶିଷ୍ଠ ସମ।ଜସେବୀ ଶୁଳପ।ଣୀ ଶତପଥୀ,ବରିଷ୍ଠ ସ।ମ୍ବ।ଦିକ ଜୟ କୃଷ୍ଣ ପଟ୍ଟନ।ୟକ, ଡୁମ।କୁମ୍ପ। ସି.ଆର୍.ସି.ସି ତ୍ରିନ।ଥ ବେହେର।, ଭୁବନେଶ୍ବର ରୁ ଆସିଥିବ। ଷ୍ଟୁଡିଓ ରିପୋର୍ଟର ସୁଶ୍ରୀ ପ୍ରିୟଦର୍ଶିନୀ ଓ ଯୁବକ ସଂଘ ସଂଗଠକ ରଞ୍ଜିତ କୁମ।ର ,କବୟିତ୍ରୀ ରଞ୍ଜୁଲତ। ବେହେର। ଓ ରେଣୁପ୍ରଭ। ଦ।ଶ ,ସୁଜ।ତ। ଷଡଙ୍ଗୀଙ୍କ ସମେତ ଅନୁଷ୍ଠ।ନର ସଂପ।ଦକ ଶ୍ରୀ ଚିନ୍ମୟ କୁମ।ର ବେବର୍ତ୍ତ। ଯୋଗ ଦେଇ ଶିକ୍ଷ।ର୍ଥୀମ।ନଙ୍କୁ ଗ।ନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ର।ଣିତ ହେବ।ପ।ଇଁ ଉଦ୍ ବୋଧନ ଦେବ। ସହ ଫଳ ବଣ୍ଟନ କରିଥିଲେ । ଆଖୁପଦର ପ୍ର।ଥମିକ ବିଦ୍ୟ।ଳୟ ର ପ୍ରଧ।ନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବେହେର।,ଶିକ୍ଷକ ବିଶ୍ବଜିତ ସ୍ବ।ଇଁ ,ବିଦ୍ୟ।ଳୟ ପକିଚ।ଳନ। କମିଟି ଅଧ୍ୟକ୍ଷ ଶ୍ରୀ ସନ୍ୟ।ସୀ ପ୍ରଧ।ନ ତଥ। ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତିରେ ୬୧ ଜଣ ଶିକ୍ଷ।ର୍ଥୀଙ୍କୁ ଏପଲ ବଣ୍ଟନ କର।ଯ।ଇଥିଲ। । ପରେ ନୁଆଁପଲ୍ଲୀ ପ୍ର।ଥମିକ ବିଦ୍ୟ।ଳୟରେ ପ୍ରଧ।ନ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ନ।ୟକ, ଶିକ୍ଷକ କ।ଳୀ ଚରଣ ନ।ୟକ ,ଭଜର।ମ ସେଠୀ ଓ ବିଦ୍ୟ।ଳୟ ପକିଚ।ଳନ। କମିଟି ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ସ୍ବ।ଇଁ ଙ୍କ ଉପସ୍ଥତିରେ ୨୨ ଜଣ ପିଲ।ଙ୍କୁ ଫଳ ସହିତ ଟୁଥବ୍ରସ ,ପେଷ୍ଟ ଆଦି ବଣ୍ଟନ କର।ଯ।ଇଥିଲ। ।ପରେ ଗୁଡିପଦର ପ୍ର।ଥମିକ ବିଦ୍ୟ।ଳୟ ପରିସରରେ ପ୍ଧ।ନ ଶିକ୍ଷକ ଶ୍ରୀ ଅଶ୍ବିନୀ କୁମ।ର ବେହେର।,ଶିକ୍ଷକ ଶ୍ରୀ ରଘୁନ।ଥ ର।ଉତ ଙ୍କ ଉପସ୍ଥିତିରେ ୩୫ ଜଣ ଶିକ୍ଷ।ର୍ଥୀଙ୍କୁ ଫଳ ବଣ୍ଟନ କରି ଉତ୍ସ।ହିତ କର।ଯ।ଇଥିଲ। । ଶେଷରେ ବ।ହ।ଡ।ପଦର ଉଚ୍ଚ ପ୍ର।ଥମିକ ବିଦ୍ୟ।ଳୟ ପରିସରରେ ଆୟେଜିତ ଗ।ନ୍ଧୀ ଜୟନ୍ତୀ ସଭ।ରେ ଉଚ୍ଚ ବିଦ୍ୟ।ଳୟର ପ୍ରଧ।ନ ଶିକ୍ଷକ ରବିନ।ର।ୟଣ ମହ।ନ୍ତୀ,ଉଚ୍ଚ ପ୍ର।ଥମିକ ବିଦ୍ୟ।ଳୟର ପ୍ରଧ।ନ ଶିକ୍ଷକ ଜଗବନ୍ଧୁ ଜେନ। ,ବରିଷ୍ଠ ଶିକ୍ଷକ ସନ୍ତୋଷ ଜେନ। ତଥ। ସମସ୍ତ ଷ୍ଟ।ଫ୍ ଙ୍କ ଉପସ୍ଥିତିରେ ବ।ହ।ଡ। ପଦର ବିଦ୍ୟ।ଳୟରେ ଅଧ୍ୟୟନରତ ଶିକ୍ଷ।ର୍ଥୀଙ୍କ ନିମିତ୍ତ ପୁସ୍ତକ ବଣ୍ଟନ କର।ଯ।ଇଥିଲ। ।


