ଦାମୋଦରପୁର ଗ୍ରାମ ଗଜଲଷ୍ମୀ ପୂଜାରେ ବିଧାୟକ
ଦାମୋଦରପୁର ଗ୍ରାମ ଗଜଲଷ୍ମୀ ପୂଜାରେ ବିଧାୟକଗଂଜାମ, (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଏନ.ଏ. ସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଚାଲିଥିବା ଗଜଲଷ୍ମୀ ପୂଜାପରିର୍ଶନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ବେହେରା । ରବିବାର ସନ୍ଧ୍ୟାରେ ବିଧାୟକ ବେହେରା ପହଂଚିବା ପରେ ପୂଜା ଓ ଗ୍ରାମ୍ୟ କମିଟି ତରଫରୁ ଭାବ୍ୟସମର୍ଦ୍ଧନା ଦେଇ ପୂଜା ମଣ୍ଡପ ପର୍ୟ୍ୟନ୍ତ ପାଛୋଟି ନେଇଥିଲେ । ସେଠାରେ କିଛି ସମୟ କାଟିବା ପରେ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।


