ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଦୁର୍ଘଟଣା , ୨ ଗୁରୁତର

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) ବୁଧବାର ବିଳମ୍ବିତ ରାତିରେ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟ ରାସ୍ତା ଗୋକର୍ଣ୍ଣପୁର ଠାରୁ ୫୦ ମିଟର ଦୂରରେ ଥିବା ବ୍ରିଜ ନିକଟରେ ଏକ କାର ଛିଡ଼ା ରହିଥିବା ସମୟରେ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବାଇକ ପଛ ପଟରୁ ପିଟି ହୋଇଯିବାରୁ ସାନଖେମୁଣ୍ଡି ବ୍ଲକ ସାହସପୁର ହାଟପଦା ର ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ନାମ କାଳିଆ ଡାକୁଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାମ ଜଣାପଡି ନାହି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ