ଦିନ ମଜୁରିଆ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦେଲେ ଦୁଇହଜାର ଟଙ୍କା

ଗଞ୍ଜମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ର ଲୁଙ୍ଗୁରି ଗ୍ରାମର ତ୍ରିନାଥ ସ୍ୱାଇଁ ଙ୍କ ପୁଅ ତଥା ଆନ୍ଧ୍ର ପ୍ରଦେଶ ର ବିଜୟୱାଡ଼ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ ରତ ବାବୁ ସ୍ୱାଇଁ କରୋନା ସଂକ୍ରମଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ପାଣ୍ଠିକୁ ଦୁଇହଜାର ଟଙ୍କା ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଉକ୍ତ ଟଙ୍କା ସେ ସରପଞ୍ଚ ପ୍ରଭାତ କୁମାର ସେଠି ଙ୍କୁ ପଠାଇଥିବା ବେଳେ ସେ ଆଜି ବିଡ଼ିଓ ଙ୍କୁ ପ୍ରଦାନ କରିଥିଲେ । ବିଡ଼ିଓ ରାୟ ଏପରି ମନୋଭାବ କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ