ଦିବ୍ୟଜୀବନ ସଂଘ ପକ୍ଷରୁ ସାଧନା ଦିବସ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ) ପବିତ୍ର ସାମ୍ବଦଶମୀରେ ଦିବ୍ୟଜୀବନ ସଂଘ ଗୋସାଣୀ ନୂଆ ଗାଁ ଶାଖାରେ ରବିବାର ପାଦକୁ ପୂଜା,ସହସ୍ର ଅର୍ଚ୍ଚନା, ଗୁରୁ ସ୍ରୋତ,ଗୀତାପାଠ ପରେ ସୁନ୍ଦରାକାଣ୍ଡ ପାରାୟଣ,ଭଜନ କୀର୍ତ୍ତନ,ମହାମନ୍ତ୍ର ଗାନ କରାଯାଇଥିଲା ।ଏହା କାର୍ଯ୍ୟକ୍ରମରେ ସହଦେବ ପାତ୍ର,ଗୌରି ଶଙ୍କର ପତି,ବାପି ସାହୁ,ସନ୍ତାଷ ରଥ,ହରି ବେହେରାଙ୍କ ସମେତ ଶାଖାର ବହୁ ସଦସ୍ୟ ଉପସ୍ଥିତ ଥିଲେ ।