ଦିବ୍ୟାଙ୍ଗ ଙ୍କୁ ସହାୟତା ର ହାତ ବଢ଼ାଇଲା ସାମାଜିକ ସଂଗଠନ

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଆଜି ଭୁବନେଶ୍ୱର ର ପଞ୍ଚସଖା ଫାଉଣ୍ଡେସନ ଓ ଉଦ୍ଧାର ଫାଉଣ୍ଡେସନ, କଟକ ର ମିଳିତ ସହଯୋଗରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ନଖରା ପଞ୍ଚାୟତ ର ଅଙ୍ଗତରାଢିଅ ଗ୍ରାମ ର କଣ୍ଡୁରୀ ସ୍ୱାଇଁ ଙ୍କ ସ୍ତ୍ରୀ ଟିକିଲି ସ୍ୱାଇଁ ଆଜ କୁ ୬ ବର୍ଷ ରୁ ଉର୍ଦ୍ଧ ହବ ଶାରୀରିକ ଅସୁସ୍ଥ କାରଣ ରୁ ଦୁଇ ଗୋଡ ରେ ଚାଲିପାରୁନଥିଲେ ଏହି ଅସୁବିଧା କାରଣ ଦୁଇ ସଗଂଠନ ନଜର କୁ ଆସିଲା ପରେ ର ମିଳିତ ସହଯୋଗରେ ପଞ୍ଚସଖା ଫାଉଣ୍ଡେସନ ଓ ଉଦ୍ଧାର ଫାଉଣ୍ଡେସନ ର ସଦସ୍ୟ କଣ୍ଡୁରୀ ସ୍ୱାଇଁ ଙ୍କ ଘରକୁ ଯାଇ ଏକ ହୁଇଲି ଚେୟାର ପ୍ରଦାନ କଲେ. ଏହି କାଯ୍ୟରେ ଭୁବନେଶ୍ୱର ର ପଞ୍ଚସଖା ଫାଉଣ୍ଡେସନ ର ବରିଷ୍ଠ ସଦସ୍ୟ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ଦେବଦାସ ମହାନ୍ତି, ଗଗନ ପାଇଟାଲ, ସନ୍ତୋଷ ତ୍ରିପାଠୀ ଓ ଗୋପୀନାଥ ପଟ୍ଟନାୟକ ଓ ଉଦ୍ଧାର ଫାଉଣ୍ଡେସନ ର ସଭାପତି ନରୋତ୍ତମ ଦାସ,ବରିଷ୍ଠ ଉପଦେଷ୍ଟା ପ୍ରମିଳା ଓଝା, ସମ୍ପାଦକ ଶିବାନନ୍ଦ ବାରିକ, ସୌମ୍ୟ ରଞ୍ଜନ ଅମାନ୍ତ, ସୌମେନ୍ଦ୍ର ନାୟକ,ସ୍ୱରୂପ ସଡ଼ଙ୍ଗି, ବିକ୍ରମ ଜେନା, ରୋହିତ ସାହୁ, ଅଭିଷେକ ସାହୁ ଓ ଜନ୍ମଜୟ ମିଶ୍ର ପ୍ରମୁଖ ସହାୟତା କରିବା ସହ ଟିକିଲି ସ୍ୱାଇଁ ଙ୍କୁ ଚିକିତ୍ସା ଖର୍ଚ୍ଚ ବହନ କାରିବେ ବୋଲି ପ୍ରତିଶୃତି ପ୍ରଦାନ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ