ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର ହେଲେ ରାଉରକେଲାର ନାବାଳିକା

ଭୁବନେଶ୍ବର : ରାଉରକେଲାର ନାବାଳିକା ଝିଅ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର । ନାବାଳିକାକୁ ଦିଲ୍ଲୀ ଗୁରୁଗ୍ରାମରୁ ଉଦ୍ଧାର କଲା ପ୍ଲାଣ୍ଟ ସାଇଟ୍‌ ପୋଲିସ୍‌ । ଗତ ଜାନୁଆରୀରେ ବିଭିନ୍ନ ଲୋଭ ଦେଖାଇ ତା’କୁ ଦିଲ୍ଲୀ ନେଇଯାଇଥିଲା ଦଲାଲ୍‌ । ଦିଲ୍ଲୀରେ ବିକ୍ରି କରି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ନାବାଳିକା ପରିବାରର ଅଭିଯୋଗ ପରେ ଜଣେ ମହିଳା ଦଲାଲ୍‌ଙ୍କୁ ପୋଲିସ ଗିରଫ କରିଛି । ବିକ୍ରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ସ୍ବତନ୍ତ୍ର ଟିମ୍‌ ଚଢାଉ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ