ଦୀପାବଳି ରେ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ମୋହନା, (ଅଂଶୁମାନ ପଣ୍ଡା):ବିଭିନ୍ନ ସମୟରେ ଗରିବ ପରିବାର କୁ ସାହଯ୍ୟ ପାଇଁ ହାତ ବଡେଇଥାନ୍ତି ବିପଦର ବନ୍ଧୁ ପରିବାର ଏହି ବର୍ଷ ଦୀପାବଳି ରେ ବାଣ ନ ଫୁଟାଇ ଗରିବ ପିଲା ଙ୍କ ଆଖିରେ ଖୁସୀ ଦେଖିବା ପାଇଁ ପାରିବାର ସମସ୍ତ କର୍ମକର୍ତ୍ତା ଲୋକ ର ପର୍ବ ଦୀପାବଳି ଉପଲକ୍ଷେ ବିପଦର ବନ୍ଧୁ ଓଡିଶା ତରଫରୁ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ର ରାଜବସା ଠାରେ ଖୋଲା ଯାଇଥିବା free coaching ର ୬୫ ଜଣ ଆଦିବାସୀ ପିଲାଙ୍କୁ ପୋଷାକ ବଣ୍ଟନ କରାଗଲା,ଏହି କାର୍ଯ୍ୟକ୍ରମ ରେ ଗ୍ରୁପ ର ସଭାପତି ରବୀନ କୁମାର ସାହୁ, ପ୍ରମୁଖ ସଦସ୍ୟ ଚିନ୍ମୟ ଦଳେଇ, ଅଜୟ କୁମାର ଗୌଡ଼, ଜଗନ୍ନାଥ ଦାଶ,ସନ୍ତୋଷ କୁମାର ନାୟକ,ଜିତେନ୍ଦ୍ର କୁମାର ଗୌଡ଼,ପପୁ ପାତ୍ର, ରାଜେନ୍ଦ୍ର କୁମାର ଦଳେଇ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ