ଦୀପ ନିଆଁ ଲାଗି ମହିଳା ଗୁରୁତର

ଗଂଜାମ,(ଯୁୁଗାବ୍ଦ ନ୍ୟୁଜ): ଗଂଜାମ ବ୍ଲକ ଅଧିନ କଳାଯମୁନା ସ୍ଥିତ ନୀଳକଣ୍ଠେଶ୍ୱର ଶୈବ ମନ୍ଦିରରେ ମହାଶିବରାତ୍ରୀରେ ଘଟିଛି ଅଘଟଣ । ଜଣେ ମହିଳା ଦ୍ୱୀପ ପ୍ରଜ୍ୱଳନ କରୁଥିବା ବେଳେ ନିଜର ଶାଢୀ ନିଆଁ ସଂସ୍ପର୍ଶରେ ଆସିବା ଫଳରେ ମହିଳା ଶରୀରରେ ନିଆଁ ଲାଗି ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସଂଗେ ସଂଗେ ଆମ୍‌ୁଲାନ୍ସ କୁ ଖବର ଦେଇଥିଲେ ।ଖବର ପାଇ ଆମ୍ବୁଲାନ୍ସ ଗାଡି ତ୍ରଙ୍କୁ ଉଦ୍ଧାର କରି ବ୍ରହ୍ମପୁରର ଏକ ଘରୋଇ ହସପିଟାଲରେତ୍ତ୍‌ିର୍ କରାଯାଇଥିଲେ । ମହିଳା ଜଣକ ନାମ ଇ,ସରସ୍ୱତୀ ରେଡ୍ଡି ବୋଲି ଜଣା ପଡିଛି । ତାଙ୍କର ଘର ଗଂଜାମ ବ୍ଲକ କାଇଞ୍ଚପୁର ପଂଚାୟତର ଛାଡକୁଦା ଗ୍ରାମ ବୋଲି ଜଣାପଡିଛି । ତାଙ୍କ ଶରୀରରେ ନିଆଁ ଲାଗି ୬୦ ଭାଗ ପୋଡି ଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ