ଦୁଇ ଅଣ ଓଡ଼ିଆ ସନ୍ଦିଗ୍ଧ ଯୁବକ ଅଟକ

ଉଦଳା, (ରାଜୀବ ବେହେରା): ଉଦଳା ରେ ଦୁଇ ସନ୍ଦିଗ୍ଧ ଅଣ ଓଡ଼ିଆ ଛଦ୍ମବେଶି ବାବା ଅଟକ l ନିଜକୁ ବାବା କହି ଲୋକଙ୍କୁ ଚୁନା ଲଗାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଅଟକ ରଖି ଥାନାରେ ଭର୍ତ୍ତି କରାଇଲେ ଉଦଳା ବିଜେପି ଯୁବମୋର୍ଚ୍ଚା, ଦର୍ଶକ ବନ୍ଧୁ କାଶ୍ମୀର ପୋଲଗାମ ଆତଙ୍କ ବାଦୀ ଆକ୍ରମଣ ସମସ୍ତ ଙ୍କୁ ପ୍ରଭାବିତ କରିଛି, ଆଉ ଏହି ଦୁଇ ଢୋଙ୍ଗି ଙ୍କୁ ଦେଖି ଲୋକଙ୍କ ମନ ଭିତରେ ସନ୍ଦେହ ସୃଷ୍ଟି କରଛି, ଦୁଇ ଢୋଙ୍ଗି ବାବା ଙ୍କୁ ପଚାରିବାରୁ, କହୁଛନ୍ତି ଆମେ ପୁରୀ ଆସିଛୁ.. ଆମକୁ ପଇସା ଦିଅ ଏମିତି କିଛି କହି ଉଦଳା ବଜାରରେ ଦୋକାନ ଦୋକାନ ଦେଖି ଲୋକଙ୍କୁ ଭାଗ୍ୟ ବଦଳାଇ ଦେବେ କହୁଛନ୍ତି ଆଉ ନିଜକୁ ମହାକାଳ ଭକ୍ତ କହି ଛାତି ପିଟି ଘୁରି ବୁଲୁ ଥିଲେ, ତେବେ ହଟାଥ ଅଞ୍ଚଳ ରେ ଏହି ଦୁଇ ଅଣ ଓଡ଼ିଆ ଛଦ୍ମଵେସୀ ବାବା ବେଶରେ ସନ୍ଦିଗ୍ଧ ଦୁଇ ଯୁବକ ଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରlଲ ହୋଇ ଥିଲା, ଆଉ ଉଦଳା ଯୁବମୋର୍ଚା ର ସଦସ୍ୟ ମାନେ ଏହି ଦୁଇ ଜଣଙ୍କୁ ସନ୍ଦେହ କରି ଉଦଳା ମୁଖ୍ୟ ବଜାରର ବାସନ୍ତୀ ମଣ୍ଡପ ନିକଟରେ ଅଟକ ରଖି ପଚରା ଉଚରା କରି ଥିଲେ, ହେଲେ ସେଇ ଦୁଇ ଅଣଓଡ଼ିଆ ଛଦ୍ମବେଶି ଦୁହେଁ ସଠିକ ତଥ୍ୟ ଦେଇ ପାରି ନଥିବାରୁ, ସେମାନଙ୍କ ସନ୍ଦେହ ଆହୁରି ବଢ଼ିବାରେ ଲାଗିଲା, ପରେ ଏ ଘଟଣା ପ୍ରସାର ହେବା ପରେ ସମସ୍ତ କର୍ମୀ ଏବଂ ଜନ ସାଧାରଣ ପହଞ୍ଚି ଦୁଇ ଛଦ୍ମବେଶି ଙ୍କୁ ଅଟକ ରଖି ଉଦଳା ଥାନାରେ ପହଞ୍ଚାଇ ଏକ ଲିଖିତ ଅଭିଯୋଗ କରିବା ସହିତ ଅନଲାଇନ ରେ ମଧ୍ୟ ଅଭିଯୋଗ ପଞ୍ଜିକୃତ କରିବା ସହିତ ମୟୁରଭଞ୍ଜ ଏସ. ପି ଙ୍କୁ ଘଟଣା ସମ୍ପର୍କ ରେ ଅବଗତି କରାଇଛନ୍ତି, ତେବେ ସରକାର ଏବଂ ପ୍ରଶାସନ ନିକଟରେ ଏହି ଘଟଣା କୁ ବିଧିବଦ୍ଧ ତଦନ୍ତ କରି ଏମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି, ତେବେ ଆଗକୁ ଦେଖିବାକୁ ବାକି ଅଛି ନିଜକୁ ବାବା ବୋଲାଉ ଥିବା ଏହି ଛଦ୍ମବେଶି ଢୋଙ୍ଗି ବାବା ଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ କେଉଁ ପ୍ରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ଅଛି, ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ଘଟଣା ହେଉଛି ଏହି ଢୋଙ୍ଗି ମାନଙ୍କୁ କୌଣସି ଶ୍ଳୋକ, ନାଁ କୌଣସି ମନ୍ତ୍ର ଜଣା ନାହିଁ ବୋଲି କହୁଥିବା ବେଳେ , ସେମାନଙ୍କୁ ପଚାରିଲେ କଉଠାକୁ ତମେ ଆସିଛ, ସେମାନଙ୍କ ଉତ୍ତର ହେଉଛି ଆମେ ପୁରୀ ଆସିଛୁ ପୁରୀ କଉଠି ନାଁ ମୟୁରଭଞ୍ଜ ରେ ପୁରୀ ଅଛି ଦର୍ଶକ ବନ୍ଧୁ ଆପଣ ଜାଣି ପାରୁଥିବେ ଏମାନେ କେଉଁ ପ୍ରକାର ଜନ୍ତୁ ପୋଲିସ ସେମାନଙ୍କ ପରିଚୟ ପତ୍ର ମାଗିବାରୁ ପରିଚୟ ପତ୍ର ପଞ୍ଜାବ ଅଞ୍ଚଳ ର ହେଲେ ସେ ସବୁ ଡୁପ୍ଲିକେଟ ବୋଲି ଜଣା ପଢ଼ିଛି ତାହା ସ୍କାନ ମଧ୍ୟ ହେଉ ନାହିଁ ଦୁଇ ଜଣଙ୍କ ପରିଚୟ ପତ୍ର ଫେକ ଅଟେ ପୋଲିସର ମଧ୍ୟ ସନ୍ଦେହ ବଢିଛି, ତେବେ ପୋଲିସ ର ତଦନ୍ତ ଜାରିରହିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ