ଦୁଇ ଦିନ ପାଇଁ ବନ୍ଦ ରହିବ ରଥ ନିର୍ମାଣ କାମ

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ପାଇଁ ବନ୍ଦ ରହିବ ରଥ ନିର୍ମାଣ କାମ । ବାତ୍ୟା ଆମ୍ଫାନ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ଦୁଇ ଦିନ ପାଇଁ କାମ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୯ ଏବଂ ୨୦ ତାରିଖରେ ରଥ ନିର୍ମାଣ କାମ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ବର୍ଷାରେ ରଥଖଳା ସେବକଙ୍କ ଦ୍ବାରା କାମ କରିବା ସମ୍ଭବ ହୋଇପାରିବନି। ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ