ଦୁଇ ବର୍ଷର ମୃତ ଶିଶୁ ଉଦ୍ଧାର

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ବର୍ ଜାତୀୟ ରାଜପଥ ଜାରିଙ୍ଗ ଛକ ଠାରେ ଶିଶୁ କୁ ଫିଙ୍ଗି ଦେଇଥିବା ଦେଖାଦେଇଛି।ଘଟଣା ସ୍ଥଳକୁ ପହଞ୍ଚି ମୃତ ଶିଶୁ କୁ ଉଦ୍ଧାର କରିଛନ୍ତି ଜୁନାଗଡ଼ ଥାନା ଅଧିକାରୀ ଉତମ୍ କୁମାର ସାହୁ।ମୃତକ ଶିଶୁଙ୍କ ଗ୍ରାମ ସଦର ଥାନା ଅନ୍ତର୍ଗତ ଗଣ୍ଡ ବରଝୋଲା ଗ୍ରାମ ପଞ୍ଚାୟତ ତିଳଯୋଡି ଗ୍ରାମ ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ୍ ପହଞ୍ଚି ଉଦ୍ଧାର କରୁ ଥିବା ଦେଖା ଦେଇଛି।ପିତା ଯୁଧିଷ୍ଠି ଶବର ବୋଲି ଜଣା ପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ