ଦୁଇ ବର୍ଷ ପରେ ଭକ୍ତ ଦର୍ଶନ କଲେ ରାଧା ପାଦ
ମୋହନା, (ଅଂଶୁମାନ ପଣ୍ଡା):ସାରା ରାଜ୍ୟରେ କୋରନା ମହାମାରୀ ପାଇଁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଶହ ବିଭିନ୍ନ ଜାନୀ ଯାତ୍ରା ରେ ଭିଡ ଜମେଇବାକୁ ମନା କରିବା ଶହ କଟକଣା ଜାରି କରିଥଲେ ଯାହା ଦ୍ୱାରା ଗତ ବର୍ଷ ଆଁଳା ନବମୀ ରେ ଭକ୍ତ ଙ୍କ ମେଲିନଥିଲା ରାଧା ପାଦ ଦର୍ଶନ କି ମନ୍ଦୀର କୁ ଯିବାକୁ ମନା ଥିଲା କିନ୍ତୁ ଏହି ବର୍ଷ କଟକଣା କୋହଳ ପରେ ଭକ୍ତ ଙ୍କ ମନରେ ଉସୈତ୍ ଦେଖା ଦେଇଛି ସକାଳୁ ପୁଜା ବିଧି ପରେ ଆଁଳା ଗଛ ମୁଳୁରେ ଡୋରି ବାନ୍ଧି ଜଗନ୍ନାଥ ମନ୍ଦିର ପାରିଶ୍ଵରରେ ରାଧା ପାଦ ଦର୍ଶନ ଶହ ରଙ୍ଗ ଖେଳି ଥିଲେ ମହିଳା ମାନେ ସେଇ ପରି ଚନ୍ଦ୍ରଗିରି, ଅଡବା, ପାଣିଗଣ୍ଡା ଗ୍ରାମ ରେ ମଧ୍ଯ ରାଧା କୃଷ୍ଣ ମନ୍ଦୀର ରେ ପାଳନ କରିଛନ୍ତି ଭକ୍ତ ଆଁଳା ନବମୀ ଓ ରାଧା ପାଦ ଦର୍ଶନ


