ଦୁନିଆରୁ ଚାଲିଗଲେ କମେଡିଆନ ସଲିଲ ମିତ୍ର

ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ ହୋଇଛି । ସଲିଲଙ୍କ ମୃତ୍ୟୁ ଖବର ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନ ତଳେ ସଲିଲ ମିତ୍ର କାରଯୋଗେ ମୟୂରଭଞ୍ଜ ଗ୍ରସ୍ତରେ ଯାଉଥିବାବେଳେ କେନ୍ଦୁଝରରେ ଦୁର୍ଘଟଣାରେ ଆହାତ ହୋଇଥô୍ଲେ । ସଲିଲ ଙ୍କୁୂ ଗୁରୁତର ଅବସ୍ଥାରେ ଭୂବନେଶ୍ୱର ଏକ ଘରୋଇ ହସପିଟାଲରେ ଭର୍ତ୍ତକରାଯାଇଥିଲା । ସେହି ଦିନ ଠାରୁ ସେ ହସପିଟାଲରେ ରହି ଚିକିସ୍ରାଧିନ ଥିଲେ । ଗତକାଲି ରାତିରେ ତାଙ୍କର ଚିକିସ୍ରଧିନ ସମୟରେ ତାଙ୍କର ଦେହାନ୍ତ ହୋଇଛି । ସଲିଲ ଜଣେ ଚଳଚ୍ଚିତ୍ର ଜଗତରେ ହାସ୍ୟ ଅଭିନେତା ଭାବେ ବେଶ ପରିଚିତ ।ସେ ତାଙ୍କ ଜୀବନୀ କାଳରେ ସେ ୫୦ ରୁ ଉଦ୍ଦ୍ୱର୍ ଫିଲ୍ମରେ ସେ ତାଙ୍କର ଅଭିନୟ କରିଛନ୍ତି । ସେ ଜଣେ ଚଳଚ୍ଚିତ୍ର ଦୁନିଆରେ ବେଶ ଚର୍ଚ୍ଚିତ ଚେହେରା ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ