ଦୁର୍ଘଟଣାରୁ ରକ୍ଷା ପାଇଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍

ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍କୁ ଅଟାଇଥିଲେ।ଏହି ରୁଟ୍ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି। ଘଟଣା ପରେ ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ