ମୟୂରଭଞ୍ଜ ଜିଲ୍ଲା ବାରିପଦା ୧୮ ନମ୍ବର ଜାତୀୟ ରାଜପଥରେ ଏକ ସ୍କୁଟି ଓଲଟି ଜଣେ ମୃତ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସ୍କୁଟିୂ ଗାଡି ଟିର ନମ୍ଭର ନଥିବାରୁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।