ଦୁର୍ଘଟଣା ରେ ଆହାତ ବ୍ୟକ୍ତିଙ୍କୁ ମେଡ଼ିକାଲ୍ ପହଂଚାଇଲେ ଥାନା ଅଧିକାରୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ସ୍ଥାନୀୟ ଠାକୁରାଣୀ ମନ୍ଦିର ନିକଟରେ ଦଶହରା ପୂଜା କରି ମନ୍ଦିର ଦର୍ଶନ କରି ଗାଡ଼ି କି ଯିବା ବେଳେ ଏକ ବାଇକ ଧକ୍କା ଦେଇଥିଲା ଯାହା ଦ୍ୱାରା ବୃଦ୍ଧା ବ୍ୟକ୍ତି ଆହାତ ହୋଇଥିଲେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ପେଟ୍ରଲିଙ୍ଗି ସାରି ଫେରିବା ବେଳେ ଆହାତ ବୃଦ୍ଧା ଙ୍କୁ ଦେଖି ଉଦ୍ଧାର କରି ମୋହନା ମେଡ଼ିକାଲ୍ ପହଞ୍ଚାଇ ନିଜର ମାନବିକତା ଦେଖାଇଛନ୍ତି ଯାହାକୁ ନେଇ ଅଂଚଳ ରେ ଏଭଳି ଥାନା ଅଧିକାରୀ ଙ୍କୁ ସାହଯ୍ୟ କୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ