ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ଭୁବନେଶ୍ୱର ଏମ୍.ପି.ଙ୍କ ସହ ସାକ୍ଷାତ୍ ଆଲୋଚନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍ ) : ସୋମବାର ଓଡିଶା ଦୁର୍ନୀତି ମଞ୍ଚ ତରଫରୁ ସକାଳ ୧୦ ଘଟିକା ସମୟରେ ପ୍ରତିନିଧି ମଣ୍ଡଳୀ ମଞ୍ଚର ଅଧ୍ୟକ୍ଷ ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ନବ ନିର୍ବାଚିତା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ତାଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିମ୍ନ ମତେ ୩ଟି ଗଠନମୂଳକ ପ୍ରସ୍ତାବ ଦେଇଥିଲେ (୧) ଏତଦ୍ବ୍ୟତୀତ ଭୁବନେଶ୍ୱରରେ ନାଳ ନର୍ଦ୍ଦମାର ବ୍ୟବସ୍ଥା ସହ ସ୍ମାର୍ଟ ସିଟିରେ ଜଳବନ୍ୟା ଦୂର କରିବା ପାଇଁ ମଧ୍ୟ ପ୍ରସ୍ତାବ ମଞ୍ଚ ତରଫରୁ ଦିଆଯାଇଛି । ଭୂବନେଶ୍ୱର , (ଯୁଗାବ୍ଦ ନ୍ୟୁଜ୍) : ଓଡିଶା ଦୁର୍ନୀତି ନିବାରଣ ମଞ୍ଚ ର ଅଧକ୍ଷ ଡକ୍ଟର ନନ୍ଦନନ୍ଦନ ଦାସଙ୍କ ଅଧକ୍ଷତାରେ ଏକ ଟିମ୍ ଅପରାଜିତା ଷଡଙ୍ଗୀଙ୍କୁ ଭେଟି ତାଙ୍କର ତିନି ଗୋଟି ଦାବୀ ଜଣାଇଥିଲେ । ସୋମବାର ସକାଳ ୧୦ ଘଣ୍ଟିକା ସମୟରେ ଦୁର୍ନୀତି ମଞ୍ଚ ଟିମ୍ ଅପରଜିତାଙ୍କୁ ଭେଟି ତିନିଗୋଟି ଦାବି ଜଣାଇଛନ୍ତି । ବର୍ତ୍ତମାନ ଜାତି ଓ ଧର୍ମଭିତ୍ତିକ ସଂରକ୍ଷଣରେ କେବଳ ଧନୀ (ସଜଳ) ବା କ୍ରମିଲେୟାର ବ୍ୟକ୍ତିମାନେ ସବୁ କୋଟାରେ ସୁବିଧା ପାଉଛନ୍ତି । ଏଣୁ ଏ ସୁବିଧା କେବଳ ବି.ପି.ଏଲ୍ ଶ୍ରେଣୀଭୁକ୍ତଙ୍କୁ ପ୍ରଦାନ କରାଯାଉ (୨) •ଷୀ ମୃତ୍ୟୁହାର କମାଇବା ପାଇଁ ଏକ ବାସ୍ତବବାଦୀ ପ୍ରସ୍ତାବ (୩) ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ବ୍ୟବସ୍ଥା କରିବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ମଧ୍ୟ ମଞ୍ଚର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ଜଜ୍ ଉମାଚରଣ ମିଶ୍ର, ଉପାଧ୍ୟକ୍ଷ ଇଂ ବଂଶୀଧର ପାଢୀ, ଉପଦେଷ୍ଟା ବରିଷ୍ଠ ଆଇନ୍ଜୀବୀ ସୁଧୀର ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜଗବନ୍ଧୁ ଷଡ଼ଙ୍ଗୀ ଯୋଗଦେଇଥିଲେ ଓ ଭୁବନେଶ୍ୱର ସହରର ସାମୂହିକ ଉନ୍ନତି ସହ ବସ୍ତି ଅଞ୍ଚଳର ପୁର୍ନଗଠନ ନେଇ ପ୍ରସ୍ତାବମାନ ରଖିଥିଲେ ।