ଦୁଷ୍କର୍ମ ମାମଲାରେ ୧ ଗିରଫ
ଗଞ୍ଜାମରେ ପୁଣି ଘଟିଛି ଏକ ଲଜ୍ଜ୍ୟା ଜନକ ଘଟଣା । ଜଣେ ୫ ବର୍ଷର ନିଷ୍ପାପ ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଥାନାରେ ଅଭିଯୋଗ ଆଧାରରେ ପୋଲିସ ଭାସ୍କର ନାହାକ ନାମକ ଜଣେ ବୃଦ୍ଧକୁ ଥାନାକୁ ଆଣି ପଚାରାଉଚାରା କରୁଛି । ଜଣେ ପିତା ବୟସର ହୋଇ ମଧ୍ୟ ୫ ବର୍ଷର ନିଷ୍ପାପ ଶିଶୁକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ନିତାନ୍ତ ଭାବେ ଗଞ୍ଜାମ ପାଇଁ ଲଜ୍ଜ୍ୟା ଜନକ ଘଟଣା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏହି ପରି ଘଟଣା ଘଟିବା ଗଞ୍ଜାମ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।