ଦୂତୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ପରେ ଦୂତିଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି କହିଛନ୍ତି, ୱାର୍ଲ୍ଡ ୟୁନିଭର୍ସ ଗେମ୍ସରେ ସଫଳତା ପାଇବା ସହ ଦେଶ ପାଇଁ ଗୌରବ ଆଣିଥିଲେ ଓଡିଆ ଝିଅ ଦୂତୀ ଚାନ୍ଦ । ଶୁକ୍ରବାର ରାଷ୍ଟ୍ରପତି ଭବନରେ ଓଡ଼ିଶାରୁ ଦୂତୀ ଏବଂ ମେଡାଲ ପାଇଥିବା ଭାରତୀୟ ଖେଳାଳିମାନେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଖୁସି ଥିବା କହିଛନ୍ତି ଦୂତି ଚାନ୍ଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ