ଦୂର୍ଘଟଣାରେ ୧ ମୃୃତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଗତକାଲି ବିଳମ୍ଭିତ ରାତିରେ ଘଟିଥିବା କାର ଦୁର୍ଘଟଣାରେ ଓଡିଶା ରାଜ୍ୟ ପାନୀୟ ନିଗମ ଗୋଦାମର ମାଲିକ ରାମକୃର୍ଷ୍ଣ ପାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ସମେତ ୧୩ ବର୍ଷର ପୁଅ ଆହାତ ହୋଇଛନ୍ତି । ସୂଚନା ଅନୁଯାୟୀ ସେ ତାଙ୍କର ବଡ ଝିଅଙ୍କୁ ମୁମ୍ବାଇରେ ଛାଡି ରାତିରେ ଫ୍ଲାଇଟ ଯୋଗେ ମୁମ୍ବାଇ ଠାରୁ ଭୂବନେଶ୍ୱର ଆସିଥିଲେ । ଏହା ପରେ ଭୂବନେଶ୍ୱର ଠାରୁ ସେ କାରଯୋଗେ ଆସୁଥିବା ସମୟରେ ଦୂର୍ଘଟଣା ଘଟିଛି ।


