ଦେଖାଇଲେ ମହନିୟତା

ଗଂଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ସହର ରାଉଳ ସାହିର ବାସିନ୍ଦା ତଥା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପାଠ ପଢୁଥିବା ରାଥରାଣଣୀ । ଗଂଜାମ ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ଏକ ମେଧାବୀ ଛାତ୍ରୀ ଙ୍କୁ ବୃତ୍ତି ପାଇଁ ନିଜର ଦୁଇ ମାସର ଦିବ୍ୟାଙ୍ଗ ଭତା ଏକ ହଜାର ଟଙ୍କା ପ୍ରଦାନ କରି ନିଜର ମହାନତା ର ପରିଚୟ ଦେଇଛନ୍ତି । ସେ ଦିବ୍ୟଙ୍ଗ ହେଲେ ବି ବିଦ୍ୟାଳୟ ରେ ଭଲ ପାଠ ପଢ଼ୁଥିବା ଦେଖା ଯାଇଛି । ତାଙ୍କର ଏଭଳି ପଦେକ୍ଷେପକୁ ଶିକ୍ଷାପ୍ରେମୀ ମାନେ ପ୍ରଶଂସା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ