ଦେଶୀ ଗାର୍ଲ ଙ୍କ ର ଦେଶୀ ଲୁକ

ହଲିଉଡ ଷ୍ଟାର ନିକ ଜୋନ କୁ ବିବାହ କରିବା ପରେ ଦେଶୀ ଗାର୍ଲ ପ୍ରିୟଙ୍କା ସବୁବେଳେ ଚର୍ଚ୍ଚରେ ରହୁଛନି । ଆଉ ଏବେ ସେ ଚର୍ଚ୍ଚାରେ ରହୁଛନ୍ତି ନିଜର ଦେଶୀ ଲୁକ ପାଇଁ । ନିକଟରେ ନିକ ଙ୍କ ବଡ ଭାଇ ଜୋ ଜୋନ୍ସ ଙ୍କ ବିବାହ ଉତ୍ସବ ରେ ପିନ୍ଧିଥିବା ଶାଢି ୱେରିଙ୍ଗ କୁ ନେଇ ନିଜ ଫୋଟ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଛି । ଆଉ ଏ ବିବାହ କୁ ମନ ଖୋଲ୍ି ଉପଭୋଗ କରିଛନ୍ତି ଉଭୟ ଜୋନସ ଓ ପ୍ରିୟଙ୍କା । ଆଉ ସେ ପିନ୍ଧିଥିବା ଶାଢି କୁ ଡିଜାଇନ କରିଥିଲେ ଫେମସ ଡିଜାଇନର ସବ୍ୟସାଚୀ । ସୂଚନା ଅନୁସାରେ ଏହି ବିବାହ ଉତ୍ସବ ପୂର୍ବରୁ ଜୋ ଓ ସଫି ଗତ ମେ ମାସ ରେ ଉଭୟ ଚର୍ଚ୍ଚ ରେ ବିବାହ କରିଥିଲେ ଦ୍ୱିତୀୟ ଥର ପାଇଁ ଏହି ଯୋଡି ପାରମ୍ପାରିକ ରୀତି ଅନୁଯାୟୀ ବିବାହ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ