ଦେଶୀ ମଦଭାଟି ଉପରେ ଭଞ୍ଜନଗର ପୋଲିସ ର ଚଢ଼ାଉ ;୧୦ ଜଣ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ପୋଲିସ ପକ୍ଷରୁ ସହରର ମରାଠୀ ସାହିର ଏକ ଦେଶୀ ମଦଭାଟି ଉପରେ ଚଢ଼ାଉ କରାଯାଇ ୩୯୦ ଲିଟର ଦେଶୀ ମଦ ଜବତ କରାଯିବା ସହ ୪୦୦୦ ଲିଟର ପୋଚ ନଷ୍ଟ କରାଯାଇଛି । ଏଥି ସହିତ ପୋଲିସ ଏହି ଘଟଣାରେ ପୋଲିସ ୪ ଜଣ ପୁରୁଷ ଓ ୬ ଜଣ ମହିଳା ଙ୍କୁ ଗିରଫ କରିଛି। ଏ ନେଇ ଭଞ୍ଜନଗର ଥାନା ରେ କେସ ନମ୍ବର ୨୧୨ ରୁ ୨୨୧/୨୦ ରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ