ଦେଶୀ ମହୁଲି ଜବତ : ୨ ଗିରଫ
ଅନୁଗୁଳ ଅବକାରୀ ବିଭାଗ ଚଢାଉ କରି ୯ ଶହ ଦେଶୀ ମହୁଲି ଜବତ କରିଛି । ବେଆଇନ ନିଶା କାରବାରରେ ସୁସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ଏକ ସ୍କରର୍ପିଓ ଓଆର- ୦୫-ଜେଡ୍ -୧୦୦୧ ) ସମେତ ସ୍କୁଟି (ଓଡି.୧୯-ଏଫ୍-୨୦୭୩ ) ଗାଡି ଗୁଡିକରେ ଦେଶୀ ମହୁଲି ମଦ ଚାଲାଣ ହେଉଥିଲା । କୈାଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ତରଫରୁ ଅତର୍କି ତ ଚଢାଉ କରି ୨ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଅବକାରୀ ମୋବାଇଲ ବିଭାଗ ପକ୍ଷରୁ କୁହାଯାଇଛି ।