ଦେଶ କୁ ଫେରିବ କଳା ଟଙ୍କା
ଦ୍ୱିତୀୟ ବାର ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗ ରେ ସ୍ୱଚ୍ଚତା ଆଣିବାକୁ ଚେଷ୍ଟା କରୁଛନ୍ତି । କଳାଟଙ୍କା କୁ ନେଇ ଦେଶର ରାଜନୀତି ସର୍ବାଆଗରେ ଥିବା ବେଳେ ଏବେ କେନ୍ଦ୍ରସରକାର କଳା ଟଙ୍କା ଉପରେ ନୂଆ ପଦକ୍ଷେପ ନେଉଛନ୍ତି । ସୁଇଜରଲ୍ୟାଣ୍ଡ ର ସୁଇଜ ବ୍ୟାଙ୍କ ରେ ଥିବା ଭାରତୀୟ ଙ୍କ ଆକାଉଣ୍ଟ ବାବଦରେ ସମସେତ ଦସ୍ତାବୀଜ ସୁଇଜରଲ୍ୟାଣ୍ଡ ସରକାର ଭାରତ ସରକାର ଙ୍କୁ ସମସ୍ତ ତଥ୍ୟ ଦେବେ ବୋଲି ଜଣାପଡିଛି । ଏହି ପକ୍ରିୟା ଆରମ୍ଭ ହୋଇଯାଇଛି ସେପ୍ଟମ୍ବର ଶେଷ ସୁଦ୍ଦା ସମସ୍ତ ତଥ୍ୟ ଦେବେ ବୋଲି ଜଣାପଡିଛି । ସେଥିପାଇଁ ସୁଇଜରଲ୍ୟାଣ୍ଡ ସଂସଦରେ ସମସ୍ତ ପକ୍ରିୟା ଶେଷ ହୋଇଛି ।


