ଦେଶ ଦ୍ରୋହ ମାମଲାରେ ପୁୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲଙ୍କୁ ଆଜୀବନ ,ବ୍ରିଗେଡିୟରଙ୍କୁ ଫାଶୀ ଦଣ୍ଡ

ଇସାଲାମାବାଦ : ଗୁପ୍ତଚର କାର୍ଯ୍ୟରେ ଲିପ୍ତଥିବା ଅଭିଯୋଗରେ ପୂର୍ବତନ ଲ୍ୟୁଟନାଣ୍ଟ ଜେନେରାଲ ଓ ବ୍ରିଗେଡିୟରଙ୍କୁ ପାକିସ୍ତାନ ସେନା ଦୋଷୀ ସାବ୍ୟସ୍ତ କରିଛି । ପୂର୍ବତନ ଲ୍ୟୁଟନଣ୍ଟା ଜେନେରାଲଙ୍କୁ ଆଜୀବନ ୧୪ ବର୍ଷ କାରଦଣ୍ଡ ଶୁଣାଇଥିବା ବେଳେ ବ୍ରିଗେଡିୟରଙ୍କୁ ଫାଶୀଦଣ୍ଡ ରେ ଦଣ୍ଡିତ କରିଛି ପାକିସ୍ତାନି ସେନା । ସମ୍ବେଦନଶୀଳ ତଥ୍ୟ ଚୋରୀ କରି ବିଦେଶ କୁ ଡାଟା ଯୋଗାଇଥିବାରୁ ସେମାଙ୍କ ବିରୋଦ୍ଧରେ ଅଭିଯୋଗ ଫର୍ଦ ହୋଇଥିଲା । ସାମରିକ ବିଚାର ପ୍ରକ୍ରିୟା ମଧ୍ୟ ଚାଲିଥିଲା ।ପାକ୍ ସେନା ମୁଖ୍ୟ ଜେନେରାକମାର ଜାଭେଦ ମାମଲାର ଶୁଣାଣୀ କରି ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ