ଦେଶ ବ୍ୟାପି ଲକ ଡାଉନ ଆଭାବୀ ମଣିଷ ପାଇଁ କାଳ ହୋଇଛି

କଳାହାଣ୍ଡି:ବିଶେଷ କରି ଯାଯାବର ଶ୍ରମିକ ଙ୍କ ପାଇଁ ବଂଚିବା ଚିନ୍ତା ବଢାଇଛି। ଏଭଳି ଏକ ପରିବାର ଯିଏ କବାଡି ସାମଗ୍ରୀ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ ବର୍ତ୍ତମାନ ଲକଡାଉନ ପାଇଁ ହାତ ବନ୍ଦ ପାଇଁ ଆନ୍ୟ ଙ୍କ ସହାୟତା ରେ ଦୁଇ ଓଳି ଖାଦ୍ୟ ଯୋଗାଡ କରୁଛନ୍ତି। ହେଲେ ଆଗାମୀ ଦିନ ପାଇଁ ଚିନ୍ତା ରେ ପରିବାର। ଏଣୁ ଏଭଳି ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେବାକୁ ଅନୁରୋଧ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ