ଦେସୁଣ୍ଠି ଛକରେ ବିଜେପି କାର୍ଯ୍ୟାଳୟ ଉଦ୍ଘାଟିତ

ନୟାହାଟ (ଜୁଗାବ୍ଦ ନ୍ୟୁଜ୍‍):ଈଷାଣପୁର ପଞ୍ଚାୟତର ଦେସୁଣ୍ଠିଛକଠାରେ ଶୁକ୍ରବାର ରାତି ୧୦ଟାରେ ବିଜେପି ଦଳର ନୂତନ କାର୍ଯ୍ୟାଳୟକୁ ମଣ୍ଡଳ ସଭାପତି ମାନସ କୁମାର ସାହୁ ଉଦ୍ଘାଟନ କରିଥିଲେ ।ଏଥିରେ ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ରବି ମଲ୍ଲିକ ଯୋଗଦେଇଥିଲେ । ମହିଳା ମୋର୍ଚ୍ଚା ସଭାନେତ୍ରୀ ରାଜଲକ୍ଷ୍ମୀ ଦାଶ, ଈଷାଣପୁର ସଭାପତି ଲମ୍ବୁଧର ବିଶ୍ୱାଳ, ଉପସଭାପତି ଜଗନ୍ନାଥ ମିଶ୍ରଙ୍କ ସମତେ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ