ଦୈନ ଜୀବନ ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ
୨୯.୦୬.୧୯
ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ, ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ, କର୍ମଛେତ୍ରରେ ଉତ୍ସାହିତ ରହିବେ ।
ବୃଷ – ଶୁଭଚନ୍ଦ୍ର ପ୍ରଭାବରେ ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।
ମିଥୁନ – ଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମ ସମ୍ବନ୍ଧିୟ ବ୍ୟାପାରରେ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।
କର୍କଟ – ଶୁଭଚନ୍ଦ୍ର ପ୍ରଭାବରୁ ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, କ୍ୟାରିଅରକୁ ନେଈ କୌଣସି ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।
ସିହଂ- ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଠକାମିରେ ପଡିପାରନ୍ତି ଫଳରେ ସତର୍କ ରହିବେ, ଦେହ ମନ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।
କନ୍ୟା – ଅଶୁଭ ଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।
ତୁଳା – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ବିଛା – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।
ଧନୁ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ମକର- ଶୁଭଚନ୍ଦ୍ର ପ୍ରଭାବରେ କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସହଯୋଗ ସମ୍ପୁନ୍ନ ମିଳିବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ ।
କୁମ୍ଭ- ଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସାମାଜିକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ନୁତନ ଯୋଜନାରେ ସଫଳତା ମିଳିବ ।
ମିନ- ଶୁଭଚନ୍ଦ୍ରଙ୍କର ଶୁଭାର୍ଶିବାଦରେ ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଧର୍ମକାର୍ଯ୍ୟ ଓ ସାମାଜ ସେବାରେ ମନବଳାଇବେ, ବୁଦ୍ଧି ବଳରେ ଶତୃମାନଙ୍କୁ ଦମନ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
– ଗର୍ଗ ଜ୍ୟୋତିଷ –
ର୍ ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
ସେକ୍ଟର-୩/୩୦୯, ନିଳାଦ୍ରୀବିିହାର, ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯,www.gargajyotish.com