ଦ୍ବିତୀୟ ଦିନରେ ମା’ ଜୟଦୁର୍ଗାଙ୍କ ବଗଳାମୁଖୀ ବେଶ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପାର୍ଶ୍ବଦେବୀ ମା’ ଜୟଦୁର୍ଗାଙ୍କ ଷୋଡଶ ଉପଚାର ପୂଜା ଅବସରରେ ରବିବାର ମା’ଙ୍କୁ ବଗଳାମୁଖୀ ବେଶରେ ସଜ୍ଜିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ