ଦ୍ୱାଦଶ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଓ ବିଧାୟକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) ; ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ମାତା ସ୍ୱର୍ଗତ ସୁଶୀଳା ସେଠୀଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ସ୍ଥାନୀୟ ଗୈାରୀଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ବିଷ୍ଣୁ ଚରଣ ଚୈାଧୂରୀ, ପ୍ରଧ୍ୟାପକ ସର୍ବେଶ୍ୱର ରାଓ, ଅଧ୍ୟାପକ ଅମର ପ୍ରସାଦ ବିଷୋୟୀ, ନାରୀନେତ୍ରୀ ସୂବର୍ଣ୍ଣମାଳା ବିଷୋୟୀ, ଜିଲ୍ଲାପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି, ବିଜେଡି ନେତା ପିଣ୍ଟୁ ମହାନ୍ତି, ଏସ.ଜାନକୀରାମ, ଗଂଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସୂର୍ଯ୍ୟ ସାହୁ, ବିଜେପି ନେତା ରଂଜନ ପଲାଇ, ଡି.କେ.ରାଓ, ବସନ୍ତ କୁମାର ବେହେରା, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲାଇ, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, କଣମଣା ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ, ପୂର୍ବତନ ଗଂଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଶତୃଘ୍ନ ମହାଙ୍କୁଡ, ସମାଜସେବୀ ଏସ୍‌.ରାମମୋହନ ରାଓ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ବେହେରା, ରଂଜନ ମହାପାତ୍ର, ଏ.ରାବଣା ରାଓ, ପୂର୍ବତନ କଉନସିଲର ଟି.ଚନ୍ଦ୍ରଶେଖର ରାଓ, ଇ.ଶଙ୍କର ରାଓ, ବାବୁଲି ସାହୁ, ନାଗେଶ୍ୱର ରାଓ, ଛତ୍ରପୁର ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ରବି ନାରାୟଣ ବେହେରା, ବୁନୁ ମିଶ୍ର, ରାଜେଶ ପାତ୍ର, ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ, ପି.ଧର୍ମା ରେଡ୍ଡୀ, ଡି.ଆଦିନାରାୟଣ ରେଡ୍ଡୀ, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା, ବସନ୍ତ କୁମାର ମହାରଣା, କୃପାସିନ୍ଧୁ ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ଯୁବ ବିଜେଡି ନେତା ଅଟ୍ଟଳ ବିହାରୀ ପଟ୍ଟନାୟକ, ସୁଶାନ୍ତ ନାୟକ, ଗଂଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ରମଣି ଦଳାଇ, ବିଜେଡି ନେତା ତୁମ୍ବନାଥ ପଣ୍ଡାଙ୍କ ସମେତ ଗଂଜାମ ଜିଲ୍ଲାର ବହୁ ରାଜନେତା , ବୁଦ୍ଧିଜିବୀ, ସାମ୍ବାଦିକ, ସରକାରୀ କର୍ମଚାରୀ , ପରିବାର ବର୍ଗ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ତାଙ୍କୁ ଭଲପାଉଥିବା ଜନସାଧାରଣ ମାନେ ଉପସ୍ଥିତ ରହି ସ୍ୱର୍ଗତ ସୁଶୀଳା ସେଠୀଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ