ଧଉଳି ସାହିତ୍ୟ ସଂସଦର ‘କବିତା ଫଗୁଣ’ ଉତ୍ସବ
ଭୁବନେଶ୍ୱର, : ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ଆମ୍ବତୋଟାରେ ୫୦ରୁ
ଉଦ୍ଧ୍ୱର୍ କବିଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ କବି ସମ୍ମିଳନୀ । ଆମ୍ରବୃକ୍ଷ ପରିବେଷ୍ଟିତ ଏହି
ଉତ୍ସବ ସ୍ଥାନରେ କବିମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତ୍ତି କରିଥିଲେ । ମଞ୍ଚରେ
ଉପସ୍ଥିତ ଥିଲେ ସର୍ବଶ୍ରୀ ରଜନୀ ରଞ୍ଜନ ଦାଶ, କଥାକାର ଅଜୟ ସ୍ୱାଇଁ, ସାମ୍ବାଦିକ ବଙ୍କିମ
ପଟ୍ଟନାୟକ, ଶିଶୁ ସାହିତ୍ୟିକ ଅରୁଣ ମହାନ୍ତି ଏବଂ କଣ୍ଠଶିଳ୍ପୀ ସନ୍ତୋଷ ଦାସ । କବି ବାଦଲ
ମହାନ୍ତି, କୈଳାସ ବେହେରା, ଭାସ୍ୱତି ବସୁ, ପ୍ରଣୟ ସୁଧା, ସୁଶ୍ରୀ ସାମନ୍ତରାୟ, ପୂର୍ଣ୍ଣଚନ୍ଦ୍ର ମହାରଣା
ପ୍ରମୁଖ କବିତା ପାଠ କରିଥିଲେ । କବିତାଗୁଡ଼ିକୁ ସଂଯୋଜନା କରିଥିଲେ ବି ିନ ବେହେରା ।
କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ ନିରଞ୍ଜନ ନାୟକ, ସବିତା ରଥ ଏବଂ ସୁମନ୍ତ ସୁବୁଦ୍ଧି ।
ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ଅକ୍ଷୟ ସ୍ୱାଇଁ ।


