ଖୋର୍ଦ୍ଧା ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ହୋଇଥିବାରୁ 07/06/2020 yugabdha 0 Comments ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ସୁରୁଖୁରୁରେ ହୋଇଥିବାରୁ ଭୁବନେଶ୍ୱର, : କୋଭିଡ୍-୧୯ ଅସାଧାରଣ ପରିସ୍ଥିତିରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସୁରୁଖୁରୁରେ ସଂପନ୍ନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେବାୟତ, ସହଯୋଗୀ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । Spread the love