ଧରାପଡିଲେ ୫ ଡକାୟତି
ବ୍ରଜରାଜନଗର ପୋଲିସକୁ ମିଳିଛି ସଫଳତା । ବୁଧବାର ରାତିରେ ୫ ଜଣ ଡକାୟତି ଦଳ ଡକାୟତ କରିବା ନିମନ୍ତେ ପେଟ୍ରୋଲ ପମ୍ପ ନିକଟରେ ଯୋଜନା କରୁଥିବା ସମୟରେ ବ୍ରଜରାଜନଗର ପୋଲିସ କୈାଣସି ସୁତ୍ରରୁ ଖବର ପାଇ ସଦଳବଳେ ଚଢାଉ କରିଥିଲେ । ଚଢାଉ ସମୟରେ ପୋଲିସ କବଜାରେ ୫ ଜଣ ଡକାୟତି ଥିବା ବେଳେ ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି । ଅଭିଯୁକ୍ତ ମାନଙ୍କ ମଧ୍ୟରେ ସନ୍ତୋଷ ସିଂହ,କାଳିଆ ରାଉତ, ରିଣ୍ଟୁ ନାୟକ ଧନଞ୍ଜୟ କିଶାନ,ଏବଂ ଅମିତ ସା । ଅଭିଯୁକ୍ତ ମାନଙ୍କ ଠାରୁ ୩ ଟି ଲୁହା ରଡ ସମେତ କିଛି ଟଙ୍କା ମିଳିଥିବା ଜଣାପଡିଛି ।