ଧର୍ମ ପରାୟଣ ମହିଳାଙ୍କ ଏକାଦଶାହରେ ବୃକ୍ଷରୋପଣ କଲେ ପରିବାରବର୍ଗ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବୁଡାମରା ଗ୍ରାମ ପଞ୍ଚାୟତ ଅଧୀନ ଶଙ୍କରପୁର ଗ୍ରାମର ଧର୍ମ ପରାୟଣ √ଶ୍ରୀମତୀ ମହନ୍ତ ଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ସ୍ଵାମୀ ବନମାଳି ମହାନ୍ତ ଡେପୁଟୀ କଲେକ୍ଟର ଭାବେ ଅବସର ନେବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କୁ ସବୁବେଳେ √ଶ୍ରୀମତୀ ମହନ୍ତ ସହଯୋଗ କରିଆସୁଥିଲେ । ସେହିପରି ସେ ତାଙ୍କ ପରିବାରର ସମସ୍ତଙ୍କୁ ସେ ଭଲ ପାଇବା ସହିତ ନିଜ ଗ୍ରାମ ଶଙ୍କରପୁର ର ସମସ୍ତଙ୍କୁ ବହୁତ୍ ଭଲ ପାଉଥିଲେ ଓ ଗ୍ରାମବାସୀ ଙ୍କ ପ୍ରିୟପାତ୍ର ରହିଆସିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଏକାଦଶାହ ଅବସରରେ ସ୍ବାମୀ ବନମାଳି ମହାନ୍ତ, ରରୁଆଁ ବ୍ଲକ ପୂର୍ବତନ ଅଧକ୍ଷ ତଥା କରଞ୍ଜିଆ ର ବରିଷ୍ଠ ଆଡଭକେଟ ଚକ୍ରଧର ମହାନ୍ତ, ଝିଆରୀ ବିଜୟ, ରିନା, ମାମି, ମିତାଲି ଝିଅ ଡଲି ଏବଂ ନାତୁଣୀ ଶ୍ରିତିଶ୍ରୀ ତାଙ୍କ ସ୍ମୃତିରେ ବୃକ୍ଷ ରୋପଣ କରିଥିଲେ। √ଶ୍ରୀମତୀ ମହନ୍ତ ଙ୍କ ସ୍ମୃତିରେ ଆଗାମୀ ଦିନରେ ବୃକ୍ଷ ରୋପଣ କୁ ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ଓ ପରିବାରବର୍ଗ ମତ ପ୍ରକାଶ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବୁଡାମରା ଗ୍ରାମ ପଞ୍ଚାୟତ ଅଧୀନ ଶଙ୍କରପୁର ଗ୍ରାମର ଧର୍ମ ପରାୟଣ ମହିଳା ଶ୍ରୀମତୀ ମହନ୍ତ ଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ସ୍ଵାମୀ ବନମାଳି ମହାନ୍ତ ଡେପୁଟୀ କଲେକ୍ଟର ଭାବେ ଅବସର ନେବା ପରେ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କୁ ସବୁବେଳେ ଶ୍ରୀମତୀ ମହନ୍ତ ସହଯୋଗ କରିଆସୁଥିଲେ। ସେହିପରି ସେ ତାଙ୍କ ପରିବାରର ସମସ୍ତଙ୍କୁ ସେ ଭଲ ପାଇବା ସହିତ ଶଙ୍କରପୁର ଗ୍ରାମର ସମସ୍ତଙ୍କୁ ବହୁତ୍ ଭଲ ପାଉଥିଲେ । ତାଙ୍କ ସ୍ମୃତିରେ ସ୍ବାମୀ ବନମାଳି ମହାନ୍ତ, ରରୁଆଁ ବ୍ଲକ ପୂର୍ବତନ ଅଧକ୍ଷ ତଥା କରଞ୍ଜିଆ ବାର ଆସସିଏସନ୍ ର ବରିଷ୍ଠ ଆଡଭକେଟ ଚକ୍ରଧର ମହାନ୍ତ, ଝିଆରୀ ବିଜୟ, ରିନା, ମାମି, ମିତାଲି ଝିଅ ଡଲି ଏବଂ ନାତୁଣୀ ଶ୍ରିତିଶ୍ରୀ ତାଙ୍କ ସ୍ମୃତିରେ ବୃକ୍ଷ ରୋପଣ କରିଥିଲେ। ଶ୍ରୀମତୀ ମହନ୍ତ ଙ୍କ ସ୍ମୃତିରେ ଆଗାମୀ ଦିନରେ ଆହୁରି ବୃକ୍ଷ ରୋପଣ କରିବେ ବଲି ସମସ୍ତେ ମତ ପ୍ରକାଶ କରିଛନ୍ତି।