ଧାମନଗର ଗୁଡ଼ୁପୋଖରୀ ରେ ଅଗ୍ନିକାଣ୍ଡ ର ବିଭୀଷିକା

ଧାମନଗର, (ସନ୍ତୋଷ କୁମାର ପ୍ରଧାନ): ଧାମନଗର ବ୍ଲକ ଅନ୍ତର୍ଗତ ବୟାଣ୍ଡି ଗ୍ରାମ ପଞ୍ଚାୟତ ର ଗୁଡ଼ୁପୋକ୍ଷରି ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା ଏହି ଘଟଣା ଏ ଅଞ୍ଚଳ ର ଏକ ଚର୍ଚ୍ଚା ବିଷୟ ପାଲଟିଛି.ମିର ରମଞ୍ଜୁ ହୁସେନ ନାମକ ଘରେ ଲାଗିଛି ନିଆଁ ଏହା ରାତ୍ର 9 ଘଟିକା ସମୟ ରେ ଏହି ଅଗ୍ନିକାଣ୍ଡ ହୋଇଥିଲା. ମିର ରମଞ୍ଜୁ ହୁସେନ ସଙ୍ଗେ ସଙ୍ଗେ ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଙ୍କୁ ଫୋନ କରି ସୂଚନା ଦେଇଥିଲେ. ସରପଞ୍ଚ ସଙ୍ଗେ ସଙ୍ଗେ ଅଗ୍ନି ବିଭାଗ ଙ୍କୁ ଫୋନ କରି ସୂଚନା ଦେଇଥିଲେ. ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି କୁ ଆୟତ କରିଥିଲେ. କିଛି ଦ୍ରୁବତ୍ତ ମାନେ ଏହି ଘଟଣା କୁ ଲଗାଇ ଦୁଇ ଦୁଇ ଥର ନିଆଁ ଲଗାଇ ସଫଳ ହୋଇଛନ୍ତି. ସୂଚନା ଅନୁଯାଇ ମିର ରମଞ୍ଜୁ ଧୂଷୁରୀ ପୋଲିସ ଙ୍କୁ ଏହା ଅବଗତ କରେଇବା ସତେ ଫଳ ସୁନ. ପ୍ରଶାସନ କଣ ଲାଗି ଏହି ପଦକ୍ଷେପ ନ ନଉଥିବାର କାରଣ କଣ ଏହା ଏକ ପ୍ରଶ୍ନ ବାଚୀ. ଏ ଘଟଣା ଗଣମାଧ୍ୟମ ରେ ପ୍ରସାର ହେଲା ପରେ ବି ପ୍ରଶାସନ ନିରବ. ପ୍ରଶ୍ନ ଉଠୁଛି କାହାକୁ ଘଣ୍ଟ ଘୋଡାଉଛି ପ୍ରଶାସନ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ