ଧାରଣାରେ ବସିଲେ ପ୍ରିୟଙ୍କା
ନୂଆଦିଲ୍ଲୀ- ଦେଶରେ ବଢୁଥିବା ମହିଳା ଙ୍କ ଉପରେ ଦୁଷ୍ମର୍ମ ଓ ନର୍ଯ୍ୟାତନା ପ୍ରସଙ୍ଗ ସହ ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧକରି ସୋମବାର ଇଣ୍ଡିଆ ଗେଟ୍ ରେ ଧାରଣା ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ସମର୍ଥକଙ୍କ ସହ ୨ଘଣ୍ଟା ପାଇଁ ଧରଣା ଦେଇଥିବା ଜଣାପଡ଼ିଛି । ଏହି ଧାରଣା ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି ।